NEPATHYA NAYIKA

Brand :
  • Author : Dr Sumant Kumar Padhi
  • Publisher ‏ : ‎ INKDEW PVT LTD 
  • Perfect Paperback ‏ : ‎ 144 pages
  • ISBN-13 ‏ : ‎ 978-8194787754
Categories: , , Brand:
Author: Dr Sumant Kumar Padhi

Description

ତୁମେ ହିଁ ମୋ ସ୍ୱର ବର୍ଣ୍ଣ
ତୁମେ ହିଁ ମୋ ଶବ୍ଦ ବ୍ରହ୍ମ
ତୁମେ ହିଁ ଉପକ୍ରମ ମୋ କବିତାର
ତୁମେ ହିଁ ଶେଷଗୀତ ମୋ ଜୀବନର

ଓଡ଼ିଆ ସାହିତ୍ୟ ଜଗତର ନବପଲ୍ଲବ ତଥା ଅନ୍ୟତମ ବିନ୍ଧାଣି ଡ଼ଃ ସୁମନ୍ତ କୁମାର ପାଢୀ ପେସାରେ ଡାକ୍ତର ହେଲେ ମଧ୍ୟ କବିତାର ନିଶାରେ ମତୁଆଲା ପ୍ରେମସିକ୍ତ କବି। ତାଙ୍କ ଲେଖନୀର ଧାର କେବେ ମୁମୂର୍ଷୁ ଦେହରେ ପ୍ରାଣ ସଂଚାର କରେ ତ କେବେ ନେପଥ୍ୟ ନାୟିକାର ହୃଦୟରେ ପ୍ରେମ ଭରି ଦିଏ।
ବ୍ୟସ୍ତ ବହୁଳ ଜୀବନ ଜୀବିକାର ଝରକାଦେଇ ଟିକେ ଆରାମ ଖୋଜୁ ଖୋଜୁ ଆବିଷ୍କାର କରନ୍ତି ନିଜକୁ ଶବ୍ଦ ପାରାବାରେ । ପ୍ରେମିକା ପାଇଁ ତାଙ୍କ କବିତାର ଗୁଞ୍ଜନ ପାଲଟିଯାଏ ନିଚ୍ଛକ ସଂକଳନଟିଏ ।
ପ୍ରେମ ସହିତ ସାହିତ୍ୟର ଏଇ ପ୍ରଥମ ଅର୍ଘ୍ୟ ସବୁଦିନ ଜଳୁଥିବ ପାଠକ ପାଖରେ, ଏହା ହିଁ ଆଶା ଓ ବିଶ୍ୱାସ ।

Reviews (0)

Reviews

There are no reviews yet.

Be the first to review “NEPATHYA NAYIKA”