Lockdown Stories – ଲକ୍ ଡାଉନ୍ ଷ୍ଟୋରିଜ୍

Brand :
110.00

Lockdown Stories

Author : Sakambari Priyadarshini Sahoo

Publisher : INKDEW

Language : Odia

Pages : 64

ISBN- 9789392758041

 

Category:
Author: Sakambari Priyadarshini Sahu

Description

ଶାକମ୍ବରୀ ପ୍ରିୟଦର୍ଶିନୀ ସାହୁ, ଯୁବ ପ୍ରାଣର ଏକ ଲେଖକୀୟ ଉଲ୍ଲାସ । ଭୂତାଣୁର ଆତଙ୍କରେ ଗୃହବନ୍ଦୀ ପ୍ରାଣଟିଏ କେମିତିଯେ ସୃଷ୍ଟିର ନିକଟତର ହୁଏ, ଏକ ଅଦୃଶ୍ୟ ଆତଙ୍କର ନଗ୍ନ ରୂପକୁ ଦେଖେ, ଅନୁଭବ କରେ ଆଉ ତାକୁ ତୋଳିଧରେ ନୀଳ ସ୍ୟାହିର ଆମ୍ବିକ ପରିପ୍ରକାଶରେ । ‘ଲକ୍ ଡାଉନ୍ ଷ୍ଟୋରୀଜ୍’ ସେହି ସବୁ ଘଟଣାର ବିଶେଷ କଥନ । ଏହା ନିଶ୍ଚିତ ଭାବେ ପ୍ରତିଟି ଯୁବପ୍ରାଣକୁ ସାହିତ୍ୟିକ ଅଭିଋଚିରେ ଆତ୍ମହରା କରିବ ଏହା ନିଃସନ୍ଦେହ

Reviews (0)

Reviews

There are no reviews yet.

Be the first to review “Lockdown Stories – ଲକ୍ ଡାଉନ୍ ଷ୍ଟୋରିଜ୍”