MEGHA MOUSUMI

Brand :
INK DEW

*”ମେଘ ମୌସୁମୀ”* କବି ଶୈଳେନ୍ଦ୍ର ନାରାୟଣ ବେହେରାଙ୍କ ଏକ ଆନ୍ତରିକ କବିତା ସଂକଳନ ଯାହାରେ ମେଘାଚ୍ଛାଦିତ ସନ୍ଧ୍ୟା, ପ୍ରେମର ଭାବନା ଓ ପ୍ରାକୃତିକ ସୌନ୍ଦର୍ୟ ମିଶିଛି । ବ୍ୟାଙ୍କିଂ ବୃତ୍ତିରେ ଥିବା ସତ୍ତ୍ୱେ ଶବ୍ଦର ସୂକ୍ଷ୍ମ ଖେଳକୁ ଅଦ୍ଭୁତ ଭାବେ ଆୟତ୍ତ କରିଛନ୍ତି । ଏହି ସଂକଳନ ପାଠକଙ୍କୁ ପ୍ରେମର ମୌସୁମୀ ଅନୁଭୂତି ଦେଇ ହୃଦୟକୁ ସ୍ପର୍ଶ କରିବ ।

Category: Tags: , , , Brand:

4.80

(30 Reviews)

Author: SAILENDRA NARAYAN BEHERA

Description

ଆକାଶରେ ଯେବେ କଳା ମେଘ ଘୋଟେ, ସେବେ ମେଘର ପ୍ରେମରେ ବିଭୋର ହୋଇ ମୟୁର ନାଚେ, କବିର କଲମ ଅନେକ କବିତା ଲେଖେ | ଠିକ ସେହିପରି ମେଘୁଆ ସନ୍ଧ୍ୟାର କଥା ସବୁକୁ ନେଇ ଆଧାରିତ, କବି ଶୈଳେନ୍ଦ୍ର ନାରାୟଣ ବେହେରାଙ୍କର କବିତା ସଂକଳନ “ମେଘ ମୌସୁମୀ” | କବି ପେଶାରେ ଜଣେ ବ୍ୟାଙ୍କିଂ ବିଭାଗର ବ୍ୟକ୍ତି ମାତ୍ର ସଂଖ୍ୟା ସହ ଖେଳି ଶବ୍ଦକୁ ଆୟତ୍ତ କରିବାର କଳା ତାଙ୍କୁ ବେଶ ଜଣା | କବିଙ୍କର ଏହି ସଂକଳନ ନିଶ୍ଚିତ ଭାବରେ ପ୍ରେମର ମୌସୁମୀରେ ପାଠକ ମାନଙ୍କୁ ନିଶ୍ଚୟ ଓଦା କରିବ ଏବଂ ଜୀବନରେ ସବୁବେଳେ ପ୍ରେମର ମେଘ ଘୋଟି ରଖିବ |

Vendor Info

Vendor Information

  • 4.80 rating from 30 reviews

More Products