
CHHUINBAKU CHAHE JAHNA
₹149.00
- Author : Dharmaraj Majhi
- Publisher : INKDEW PVT LTD
- Perfect Paperback : 88 pages
- ISBN-10 : 8194787777
- ISBN-13 : 978-8194787778
- Language : Odia
₹149.00
Description
“ସ୍ମୃତିର ଆକାଶରେ ଯିଏ ଇନ୍ଦ୍ରଧନୁ ତୋଳିପାରେ
ସେ ବି ଧରିପାରେ ଦିବ୍ୟ ସୁଦର୍ଶନ।
ଅନ୍ଧାରରେ ପୋତିଦିଅ,
ନିଆଁରେ ଜାଳିଦିଅ,
ସମୁଦ୍ରରେ ଫିଙ୍ଗିଦିଅ,
ସେ ରଚିପାରେ ବିଦ୍ରୋହର ବର୍ଣ୍ଣବୋଧ
ସେ ଟାଳିପାରେ ସିଂହାସନ,
ସେ ଛୁଇଁପାରେ ଜହ୍ନ।”
ଅଧୁନା ଓଡିଆ ସାହିତ୍ୟର ଅନ୍ୟତମ ଉଜ୍ଜ୍ଵଳତମ ତାରକା କବି ଧର୍ମରାଜ ମାଝୀ। ତାଙ୍କ ଲେଖନୀରେ ଯାଦୁ ଅଛି, ଶକ୍ତି ଅଛି, ପ୍ରେରଣା ଅଛି। ‘ସ୍ମୃତି ତୁମେ ଇନ୍ଦ୍ରଧନୁ’ର ନଭଶ୍ଚୁମ୍ବୀ ସଫଳତା ପରେ ତାଙ୍କ ଦ୍ଵିତୀୟ କବିତା ସଂକଳନ ‘ଛୁଇଁବାକୁ ଚାହେଁ ଜହ୍ନ’ ଜୀବନ ମନସ୍କ ମଣିଷକୁ ଛୁଇଁ ଦେଇ ପାରେ । ଏଥିରେ ସ୍ଥାନିତ କବିତା ସବୁ ଏତେ ପ୍ରାଣବନ୍ତ ଯେ ଏହାକୁ ପାଠ କଲା ପରେ, ଜଣେ ନିଃସନ୍ଦେହରେ କହି ଉଠିବ –
ପଙ୍ଗୁ ବି ଲଙ୍ଘିବ ଗିରି, କଙ୍କାଳସାର ମଣିଷ ବି କାହିଁକି ଛୁଇଁବ ପାରିବନି ଜହ୍ନ !?
-ପ୍ରକାଶକ
Reviews (0)
You must be logged in to post a review.
More Products
-
Khumariyan Un Lamhon Ki
Original price was: ₹249.00.₹239.00Current price is: ₹239.00.











Reviews
There are no reviews yet.