BIBIDHA BICHARA

Brand :
INK DEW

“ବିବିଧ ବିଚାର” ପୁସ୍ତକରେ ଯୁବ କବି ଦୀପ୍ତିରଞ୍ଜନ ସମସାମୟିକ ଜୀବନ ଓ ସମାଜକୁ ନୂଆ ଦୃଷ୍ଟିରେ ଦେଖିବା ଚେଷ୍ଟା କରିଛନ୍ତି। ସେ ନିଜ କବିତା ମାଧ୍ୟମରେ ସରଳତା, ସତ୍ୟ ଓ ଭାବପ୍ରବଣତାକୁ ଅନୁଭବ କରାଇଥିବା ସହ ବାସ୍ତବତା ଓ ସ୍ବପ୍ନର ମିଶ୍ରଣ କରିଛନ୍ତି। ଏହି ବହି ସମକାଳୀନ କବିତାରେ ତାଙ୍କ ନୂଆ ସ୍ବର ଓ ଦୃଢ଼ ଉପସ୍ଥାନକୁ ପ୍ରମାଣିତ କରେ।

Category: Tags: , , Brand:

4.80

(30 Reviews)

Author: Diptiranjan Behera

Description

ଯୁବ କବି ଦୀପ୍ତିରଞ୍ଜନ ସମସାମୟିକ ଓଡ଼ିଆ କବିତାର ଏକ ପରିଚ୍ଛନ୍ନ ସ୍ବର। କବିତାରେ ତାଙ୍କର ଗହନ ପ୍ରବେଶ ଜୀବନକୁ ସତ୍ ଆଚରଣ ସହ ଜୀଇଁବାର କଥା କହେ। ସ୍ବପ୍ନକୁ ବାସ୍ତବ ବାସ୍ତବ ସହ ଭେଟ କରାଏ ଏବଂ ବାସ୍ତବ-ବାସ୍ତବର ବିଚାର କରିବାକୁ ସମକାଳୀନ ସମାଜକୁ ବିବିଧ ଦୃଷ୍ଟିଭଙ୍ଗୀ ଦିଏ । ଏସବୁର ସଠିକ୍ ଉତ୍ତରଣ ହୋଇଛି ଏହି “ବିବିଧ ବିଚାର” ପୁସ୍ତକ ରେ।

ତାଙ୍କ କବିତାର ଧାର ଧାରା କେବଳ ଗୋଟିଏ ଦିଗକୁ ବୋହି ଯାଇନି ବରଂ ସେ ପାଠକଙ୍କ ହୃଦୟକୁ ସବୁ ଦିଗରୁ ଛୁଇଁବାକୁ ଚେଷ୍ଟା କରିଛନ୍ତି। ସେ ସମକାଳୀ ନୀନ କବିତାକୁ ଏକ ନୂଆ ସ୍ବର ଦେବାକୁ ଯାଇ ନିଜକୁ ବାରମ୍ବାର ଭିନ୍ନ ଭିନ୍ନ ରୂପରେ ଦେଖୁଛନ୍ତି ଓ ବୁଝିଛନ୍ତି। ତା ତାଙ୍କ କବିତାର ସ୍ବର ପରିଚ୍ଛନ୍ନ। ସେ ଆମୋଦ-ପ୍ରମୋଦ ଠୁଁ ବେଶୀ ସରଳତାର ର ଫୁଲ ଫୁଟେଇଛନ୍ତି ତାଙ୍କ କବିତାର ପ୍ରତିଟି ଧାଡ଼ିରେ ଏବଂ ଏହି ବହିଟିକୁ ପଢ଼ି ସରିବା ପରେ ଏହାର ବାସ୍ନା କାବ୍ୟ ପ୍ରେମୀ ପାଠକଙ୍କ ହୃଦୟକୁ ନିଶ୍ଚୟ ଭାବପ୍ରବଣ କରାଇବ।

Vendor Info

Vendor Information

  • 4.80 rating from 30 reviews

More Products